ତାଲିବାନ ଉପରେ ପୁଣି ବିମାନ ଆକ୍ରମଣ ଆରମ୍ଭ କଲା ଆମେରିକା

ତାଲିବାନ ଉପରେ ପୁଣି ବିମାନ ଆକ୍ରମଣ ଆରମ୍ଭ କଲା ଆମେରିକା

#ତାଲିବାନ_ଉପରେ_ପୁଣି_ବିମାନ_ଆକ୍ରମଣ    କାବୁଲ : ଆଫଗାନିସ୍ଥାନରେ ଶାନ୍ତି ପ୍ରତିଷ୍ଠା ପାଇଁ ଗତ ଶନିବାରଦିନ ଆମେରିକା ଓ ତାଲିବାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତି ମାତ୍ର ୪ ଦିନରେ ଅର୍ଥହୀନ ହୋଇଯାଇଛି । କାରଣ ଏହି ଚୁକ୍ତିରେ ସାମିଲ ଥିବା ତିନିପକ୍ଷ ଆମେରିକା, ତାଲିବାନ ଓ ଆଫଗାନ ସରକାର ଏହାକୁୁ ଉଲ୍ଲଙ୍ଘନ କରିବା ଆରମ୍ଭ କରିଦେଇଛନ୍ତି । ପ୍ରଥମେ ଆଫଗାନ ସରକାର କହିଲେ ଯେ ତାଲିବାନ ବନ୍ଦୀମାନଙ୍କୁ ଛାଡ଼ିବା ସମ୍ଭବ ନୁହେଁ । ତାପରେ ତାଲିବାନ କହିଲା ଯେ […]

Continue Reading