ତହସିଲ କର୍ମଚାରୀଙ୍କ କରୋନା ପାଣ୍ଠିକୁ ସହାୟତା

ତହସିଲ କର୍ମଚାରୀଙ୍କ କରୋନା ପାଣ୍ଠିକୁ ସହାୟତା

#ତହସିଲ_କର୍ମଚାରୀଙ୍କ_କରୋନା_ପାଣ୍ଠିକୁ_ସହାୟତା          କେନ୍ଦ୍ରାପଡା  : ମୁଖ୍ୟମନ୍ତ୍ରୀଙ୍କ କରୋନା ସହାୟତା ପାଣ୍ଠିକୁ କେନ୍ଦ୍ରାପଡା ତହସିଲର କର୍ମଚାରୀ ମାନେ ଦାନ ଦେଇଥିବା ସୂଚନା ମିଳିଛି । ତହସିଲଦାରଙ୍କ ସମେତ ସମସ୍ତ କର୍ମଚାରୀ ସଂଗ୍ରହ କରିଥିବା ୭୩,୩୦୦/- ଟଙ୍କାର ଚେକ ତହସିଲଦାର ହେମଲତା ବାହାଲିଆ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ପ୍ରଦାନ କରିଥିବାର ଜଣାପଡିଛି ।

Continue Reading