ଡିଭାଇଡର ଉପରେ ଚଢ଼ିଗଲା କାର୍‌

ଡିଭାଇଡର ଉପରେ ଚଢ଼ିଗଲା କାର୍‌

#ଡିଭାଇଡର_ଉପରେ_ଚଢ଼ିଗଲା_କାର୍‌   ପୁରୀ : ରାସ୍ତାରେ ଦ୍ରୁତ ଗତିରେ ଯାଉଥିଲା କାର୍‌। ହଠାତ୍‌ ଭାରସାମ୍ୟ ହରାଇ ବସିଲେ ଚାଳକ। ଆଉ ଗାଡ଼ି ରୋଡ଼ ଉପରୁ ଚଢ଼ିଗଲା ଡିଭାଇଡର ଉପରକୁ। ଏହା ଦେଖି ରାସ୍ତାରେ ଯାଉଥିବା ଅନ୍ୟ ଲୋକମାନେ ଆଶ୍ଚର୍ଯ୍ୟ ଓ ଭୟଭୀତ ହୋଇଗଲେ। ଏପରି ଘଟଣା ଗତ ରାତିରେ ପୁରୀ ଭିଆଇପି ରୋଡରେ ଘଟିଥିବା ବେଳେ କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣାଯାଇଛି। ଟ୍ରାଫିକ ନିୟମ କଡ଼ାକଡ଼ି ଭାବେ ପାଳନ ହେବା ସତ୍ତ୍ୱେ ଏପରି ଘଟଣା କିପରି […]

Continue Reading