ଡିଭାଇଡରରେ ପିଟି ହୋଇ ଓଲଟିଲା ଆମ୍ବୁଲାନ୍ସ

ଡିଭାଇଡରରେ ପିଟି ହୋଇ ଓଲଟିଲା ଆମ୍ବୁଲାନ୍ସ

#ଡିଭାଇଡରରେ_ପିଟି_ହୋଇ_ଓଲଟିଲା_ଆମ୍ବୁଲାନ୍ସ               କଟକ: ଯାଜପୁର ଜିଲ୍ଲାରୁ କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ନେଇ  ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଆମ୍ବୁଲାନ୍ସ ଗୁରବାର ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।  ରାତି ପ୍ରାୟ ୧୦ଟାରେ କଟକ ସହରର ଓଏମପି ଛକ ନିକଟରେ ଜେକେବିକେ କଲେଜ ସମ୍ମୁଖରେ ରାସ୍ତାର ଡିଭାଇଡରରେ ମାଡ଼ ହେବାରୁ  ଦୁର୍ଘଟଣା ଘଟିଛି । ତେବେ ଦୁର୍ଘଟଣାରେ କାହାରି କିଛି କ୍ଷତି ହୋଇନାହିଁ । ସୂଚନା ଅନୁସାରେ ଆଜି ସନ୍ଧ୍ୟା ୭ଟାରେ ୫ ଜଣ କରୋନା ଆକ୍ରାନ୍ତଙ୍କୁ ନେଇ ୫ଟି ଆମ୍ବୁଲାନ୍ସ […]

Continue Reading