ରାୟଗଡା ଜିଲ୍ଲାରେ ୧୫୬ ନମୁନା ପରୀକ୍ଷଣ,୧୫୫ ନେଗେଟିଭ୍

ସଂକ୍ରମିତଙ୍କ ସଂର୍ପକରେ ଥିବା ଡାକ୍ତର ଓ ପଡୋଶୀଙ୍କ ନମୁନା ପରୀକ୍ଷା ପାଇଁ ପଠାଗଲା

 #ଡାକ୍ତର_ଓ_ପଡୋଶୀଙ୍କ-ନମୁନା-ପରୀକ୍ଷା_ପାଇଁ_ପଠାଗଲା         କେନ୍ଦ୍ରାପଡା  : ଜିଲ୍ଲାରେ ଦ୍ୱିତୀୟ ସଂକ୍ରମିତ ଜଣକ ଜଣେ ୧୯ ବର୍ଷର ଯୁବତୀ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସମେତ ତାଙ୍କ ସଂପର୍କରେ ଥିବା ପଡିଶା ଘର ଲୋକମାନଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ଜଣା ପଡିଛିା । ଏହି ସଂକ୍ରମିତ ଯୁବତୀ ଜଣକ ଗତ ମାସ ରେ କଲିକତାରୁ ଜିଲ୍ଲାକୁ ଫେରିଥିଲେ । କିଛିଦିନ ସଂଗରୋଧରେ ରହିବା ପରେ ତାଙ୍କ ଠାରେ ଥଣ୍ଡା […]

Continue Reading