୧୧ଟି ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ : ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୫.୨ ଡିଗ୍ରୀ

୧୧ଟି ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ : ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୫.୨ ଡିଗ୍ରୀ

#ଟିଟିଲାଗଡ଼ରେ_ସର୍ବାଧିକ_ତାପମାତ୍ରା_୪୫.୨_ଡିଗ୍ରୀ              ଭୁବନେଶ୍ୱର  :  ଗୁରବାର ମଧ୍ୟ ରାଜ୍ୟରେ ଗ୍ରୀଷ୍ମ ପ୍ରବାଦ ଜାରି  ରହିଥିଲା । ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୫.୨ ଡିଗ୍ରୀ ରହିଥିଲା ବେଳେ ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ବଲାଙ୍ଗୀର ଜିଲ୍ଲାର ତାପମାତ୍ରା ୪୩.୮ ଡିଗ୍ରୀ ରହିଥିଲା ବେଳେ ଭବାନୀ ପାଟଣାରେ ୪୩ ଡିଗ୍ରୀ, ମାଲକାନଗିରିରେ ୪୨.୫, ସମ୍ବଲପୁରରେ ୪୨.୩, ସୋନପୁରରେ ୪୨.୨, ବୌଦ୍ଧରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି । ସେହିପରି ହୀରାକୁଦରେ ୪୧.୧, ଫୁଲବାଣୀରେ ୪୦.୮ […]

Continue Reading