ଟାଟାକୁ ୫୧ ଶତକଡ଼ା ସେସୁର ଅଂଶଧନ ହସ୍ତାନ୍ତର

ଟାଟାକୁ ୫୧ ଶତକଡ଼ା ସେସୁର ଅଂଶଧନ ହସ୍ତାନ୍ତର

#ଟାଟାକୁ_୫୧_ଶତକଡ଼ା_ସେସୁର_ଅଂଶଧନ_ହସ୍ତାନ୍ତର          ଭୁବନେଶ୍ୱର   :  ଆଜିଠାରୁ ସେସୁ ଟାଟା ପାୱାର କମ୍ପାନୀ ଅଧିନକୁ ଯାଇଛି । ଏଥି ନେଇ ସେସୁ ଏବଂ ଟାଟା ପାୱାର କମ୍ପାନୀ ମଧ୍ୟରେ ବିଧିବଦ୍ଧ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛି । ଚୁକ୍ତି ଅନୁଯାୟୀ ସେସୁର ୫୧ ପ୍ରତିଶତ ଅଂଶଧନ ଟାଟାକୁ ହସ୍ତାନ୍ତର ହେବ ଏବଂ ଏହା ଟାଟା ପାୱାର ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିଃ ନାମରେ ନାମିତ ହେବ । ଏହି ନୂତନ କମ୍ପାନୀର ପରିଚାଳନା ନିମନ୍ତେ ୯ ଜଣିଆ ବୋର୍ଡ଼ ଅଫ୍ […]

Continue Reading