ଜୁଲାଇ ୩୧ ଯାଏଁ ସ୍କୁଲ , କଲେଜ ବନ୍ଦ

ଜୁଲାଇ ୩୧ ଯାଏଁ ସ୍କୁଲ , କଲେଜ ବନ୍ଦ

#ଜୁଲାଇ_୩୧_ଯାଏଁ_ସ୍କୁଲ_କଲେଜ_ବନ୍ଦ       ଭୁବନେଶ୍ୱର   : ଆସନ୍ତା ଜୁଲାଇ ୩୧ ତାରିଖ ଯାଏଁ ରାଜ୍ୟରେ କୌଣସି ସ୍କୁଲ୍, କଲେଜ ଓ କୋଚିଙ୍ଗ୍ ସେଣ୍ଟର୍ ଖୋଲିବ ନାହିଁ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହି ନି୍ପତି ରାଜ୍ୟ ସରକାର । ସେହିପରି ଜୁନ୍ ୩୦ ଯାଏଁ କୌଣସି ସପିଙ୍ଗ୍ କମ୍ପେ୍ଲକ୍ସ୍ ଖୋଲିପାରିବ ନାହିଁ । ଏଥିସହ ଜୁନ୍ ୩୦ ଯାଏଁ କେଣସି ସିନେମା ହଲ୍, ଜିମ୍ ଓ ସୁଇମିଙ୍ଗ୍ ପୁଲ୍ ମଧ୍ୟ ଖୋଲି ପାରିବ ନାହିଁ […]

Continue Reading