ଜୁନ ୫ରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଜୁନ ୫ରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

#ଜୁନ_୫ରେ_କେରଳ+ଛୁଇଁବ_ଦକ୍ଷିଣ-ପଶ୍ଚିମ_ମୌସୁମୀ_ବାୟୁ       ନୂଆଦିଲ୍ଲୀ  :  ଚଳିତ ବର୍ଷ କେରଳରେ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ ସ୍ୱାଭାବିକ ତାରିଖ ଜୁନ ୧ ପରିବର୍ତେ ସାମାନ୍ୟ ବିଳମ୍ବିତ ହୋଇପାରେ । ଅନୁମାନ ଅନୁସାରେ ମୌସୁମୀ ବାୟୁ ଜୁନ ୫ ତାରିଖରେ କେରଳରେ ପ୍ରବେଶ କରିବ । ତେବେ ଏହି ଆକଳନ ଓ ଅନୁଧ୍ୟାନରେ ମଡେଲଗତ ତ୍ରୁଟି ୪ ଦିନ ଯୋଗ ବିଯୋଗ ହୋଇପାରେ । ପାଣିପାଗ ବିଭାଗ ପକ୍ଷରୁ କୁହା ଯାଇଛି ଯେ କେରଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ […]

Continue Reading