ଜୁନ୍ ମାସ ଆମପାଇଁ ଗୁରୁତ୍ୱପୂର୍ଣ୍ଣ,ଆତ୍ମସଂଯମ ହିଁ ସଂକ୍ରମଣରୁ ରକ୍ଷା ପାଇବାର ଏକମାତ୍ର ବିକଳ୍ପ

ଜୁନ୍ ମାସ ଆମପାଇଁ ଗୁରୁତ୍ୱପୂର୍ଣ୍ଣ,ଆତ୍ମସଂଯମ ହିଁ ସଂକ୍ରମଣରୁ ରକ୍ଷା ପାଇବାର ଏକମାତ୍ର ବିକଳ୍ପ

#ଜୁନ୍_ମାସ_ଆମପାଇଁ_ଗୁରୁତ୍ୱପୂର୍ଣ୍ଣ             ଭୁବନେଶ୍ୱର  :    ରାଜ୍ୟରେ ଜୁନ୍ ମାସରେ କରୋନା ସଂକ୍ରମଣ ଚତୁର୍ଥ ପର୍ଯ୍ୟାୟରେ ପହଂଚିପାରେ । ଏହି ମାସରେ ହିଁ ସର୍ବାଧିକ ସଂକ୍ରମଣର ଆଶଙ୍କା ରହିଛି । ସଙ୍ଗରୋଧ, ମାର୍ଗଦର୍ଶିକା ଅନୁପାଳନ, ଆତ୍ମସଂଯମ ହିଁ ଏହି ସଂକ୍ରମଣରୁ ରକ୍ଷା ପାଇବା ନିମନ୍ତେ ଏକମାତ୍ର ବିକଳ୍ପ । ତେଣୁ ଏହି ସମୟ ମଧ୍ୟରେ ରାଜ୍ୟବାସୀ ସର୍ବାଧିକ ସତର୍କତା ଅବଲମ୍ବନ କରନ୍ତୁ ବୋଲି ରାଜ୍ୟ ସରକାରଙ୍କ କୋଭିଡ୍ ୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି […]

Continue Reading