ମାତ୍ର ୧୦ ପ୍ରତିଶତ ଲୋକଙ୍କ ଭୁଲ ଯୋଗୁ ସମସ୍ୟା ୧୦୦ ଗୁଣ ବଢିପାରେ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ : ଅନ୍ୟ ରାଜ୍ୟରୁ ଫେରୁଥିବା ଶ୍ରମିକ ଯେମିତି ଭୋକରେ ନରହିବେ ସେଥିପ୍ରତି ଦୃଷ୍ଟି ଦିଅ

#ଜିଲ୍ଲା_ପର୍ଯ୍ୟବେକ୍ଷକମାନଙ୍କ_ସହ_ମୁଖ୍ୟମନ୍ତ୍ରୀଙ୍କ_ଆଲୋଚନା         ଭୁବନେଶ୍ୱର  :  ଓଡିଶାକୁ ଫେରୁଥିବା ଶ୍ରମିକମାନେ ଯେପରି ଖାଦ୍ୟ ସୁରକ୍ଷା ଯୋଜନାରୁୁୁୁୁୁୁୁୁୁୁ ବଞ୍ଚିତ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ରାସନ୍ କାର୍ଡ ଥାଉ ବା ନଥାଉ , ସମ୍ପୃକ୍ତ ଶ୍ରମିକ ଓ ତାଙ୍କ ପରିବାର ଯେପରି ରାସନ୍ ପାଇବାରୁ ବଞ୍ଚିତ ନହୁଅନ୍ତି ତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସେହିପରି ଏନଆରଇଜିଏସ୍ କୁ ଲକ୍ଷଭିତ୍ତିକ କରିବା ସହ ଏହା ଜରିଆରେ ବର୍ତ୍ତମାନ ସୃଷ୍ଟି ହେଉଥିବା […]

Continue Reading