ଜିଲ୍ଲା ଧାନ ସଂଗ୍ରହ କମିଟିର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ

ଜିଲ୍ଲା ଧାନ ସଂଗ୍ରହ କମିଟିର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ

#ଜିଲ୍ଲା_ଧାନ_ସଂଗ୍ରହ_କମିଟିର_ସ୍ୱତନ୍ତ୍ର_ବୈଠକ     ଯାଜପୁର :  (ବିଶ୍ବଜିତ ରଣା)ଜିଲ୍ଲାରେ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ ନିୟମ ଭିତିକ କରିବା ସହ ଯେପରି ଅଭାବି ବିକ୍ରି ନ ହୁଏ ଓ ଟୋକନ ପ୍ରାପ୍ତ ଚାଷୀଙ୍କ ଠାରୁ ସଠିକ ଭାବେ ଧାନ ସଂଗ୍ରହ କରାଯାଏ, ସେହି ଉଦ୍ଦେଶ୍ୟରେ ଜିଲ୍ଲା ସ୍ତରୀୟ ସ୍ୱତନ୍ତ୍ର ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗଦେଇ କୋରାଇ ବିଧାୟକ ଅଶୋକ କୁମାର ବଳ ଚାଷୀ […]

Continue Reading