ନିର୍ମାଣ କାର୍ଯ୍ୟରେ ଏସ୍ଓପି ପାଳନ କରିବାକୁ ଏସଆରସିଙ୍କ କଡ଼ା ନିର୍ଦ୍ଦେଶ

 ନିର୍ମାଣ କାର୍ଯ୍ୟରେ ଏସ୍ଓପି ପାଳନ କରିବାକୁ ଏସଆରସିଙ୍କ କଡ଼ା ନିର୍ଦ୍ଦେଶ     

 #ଜିଲ୍ଲାପାଳମାନଙ୍କୁ_ଏସଆରସିଙ୍କ_ନିର୍ଦ୍ଦେଶ         ଭୁବନେଶ୍ୱର  : ଲକ୍ ଡାଉନ୍ ସମୟରେ ନିର୍ମାଣ କାର୍ଯ୍ୟରେ ଏସ୍ଓପି ପାଳନ କରିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଏସମ୍ପର୍କରେ ସମସ୍ତ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଛନ୍ତି ଏସଆରସି । ନିର୍ମାଣ କାର୍ଯ୍ୟ ବେଳେ ସାମାଜିକ ଦୂରତା ସହ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ସେହିପରି ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ କାମ କରାଇପାରିବେ ନାହିଁ । ଥଣ୍ଡା, କାଶ, ସର୍ଦ୍ଦି ଲକ୍ଷଣ ଥିବା ଲୋକଙ୍କୁ ମଧ୍ୟ […]

Continue Reading