ଭାରତର ପ୍ରସ୍ତାବରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ରାଜି, ଜାରି ରହିବ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ର ପରୀକ୍ଷଣ

ଭାରତର ପ୍ରସ୍ତାବରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ରାଜି, ଜାରି ରହିବ ହାଇଡ୍ରୋକ୍ସିକ୍ଲୋରୋକୁଇନର ପରୀକ୍ଷଣ

#ଜାରି_ରହିବ_ହାଇଡ୍ରୋକ୍ସିକ୍ଲୋରୋକୁଇନର_ପରୀକ୍ଷଣ           ନୂଆଦିଲ୍ଲୀ   : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ର ପୁଣି ଥରେ ପରୀକ୍ଷଣ କରିବାକୁ ନିଷ୍ପତି ନେଇଛି ।  ଏହାର କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏହି ନିଷ୍ପତି ପରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଉପରେ ପରୀକ୍ଷା ଜାରି ରହିବ ।ଡବ୍ଲୁଏଚଓର ଏହି ନିଷ୍ପତି ଉପରେ ଖୁସି ବ୍ୟକ୍ତ କରି କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (ସିଏସଆଇଆର) ମହାନିର୍ଦ୍ଦେଶକ ଶେଖର ସି ମାଣ୍ଡେ କହିଛନ୍ତି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର […]

Continue Reading