ଜାରି ହେଲା ୯ କରୋନା ସଂକ୍ରମିତଙ୍କ ଯାତ୍ରା ବିବରଣୀ

ଜାରି ହେଲା ୯ କରୋନା ସଂକ୍ରମିତଙ୍କ ଯାତ୍ରା ବିବରଣୀ

#ଜାରି_ହେଲା_୯_କରୋନା_ସଂକ୍ରମିତଙ୍କ_ଯାତ୍ରା_ବିବରଣୀ                ଭୁବନେଶ୍ୱର : ୧୧ଜଣ କରୋନା ପଜିଟିଭଙ୍କର ଗସ୍ତ ବିବରଣୀ ଆଜି ରାଜ୍ୟ ସରକାର ଜାରି କରିଛନ୍ତି । ଏମାନଙ୍କ ମଧ୍ୟରୁ ୨ ଜଣ ସୁରଟ ଫେରନ୍ତା ହୋଇଥିବା ବେଳେ ଅନ୍ୟ ୯ ଜଣ ଯାଜପୁରର। ଏହି ସମସ୍ତଙ୍କର କୋଲକାତା ଲିଙ୍କ ଥିବାର ଜଣାପଡିଛି । ୧୪୪ ନମ୍ବର ୫୦ ବର୍ଷୀୟ ସଂକ୍ରମିତ  ଜଣେ ପୁରୁଷ ତାଙ୍କ ଘର ଯାଜପୁରର ବେହେରାପାଟଣା ହୋଇଥିବାବେଳେ ସେ କୋଲକାତାରୁ ଫେରିଥିଲେ । ମାର୍ଚ୍ଚ ୨୮ ତାରିଖରେ ସେ କୋଲକାତାରୁ ଫେରିଥିବା […]

Continue Reading