ଜାତୀୟ ରାଜପଥକୁ ଅବରୋଧ କଲେ ଶହ ଶହ ପ୍ରବାସୀ

ଜାତୀୟ ରାଜପଥ ଅବରୋଧ କଲେ ଶହ ଶହ ପ୍ରବାସୀ

#ଜାତୀୟ_ରାଜପଥକୁ_ଅବରୋଧ_କଲେ_ଶହ_ଶହ_ପ୍ରବାସୀ          ବ୍ରହ୍ମପୁର: ବିଭିନ୍ନ ରାଜ୍ୟରୁ ଆସି ବ୍ରହ୍ମପୁରରେ ପହଞ୍ଚିଥିବା ପ୍ରବାସୀ ମାନଙ୍କ ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା କରାଯାଇନଥିବାର ଅଭିଯୋଗ କରି ଗୁରବାର ପୂର୍ବାହ୍ଣରେ ଶହ ଶହ ପ୍ରବାସୀ ଜାତୀୟ ରାଜପଥ ଅବରୋଧ କରିଥିବା ଜଣାପଡିଛି। ବ୍ରହ୍ମପୁରଠାରେ ଜାତୀୟ ରାଜପଥକୁ ଅବରୋଧ କରି ରଖିଥିବା ପ୍ରବାସୀ ମାନେ ବିଭିନ୍ନ ରାଜ୍ୟରୁ ଆସି ହଳଦିଆ ପଦର ବସଷ୍ଟାଣ୍ଡରେ ପଡ଼ି ରହିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କ ଖାଇବା ପିଇବା ସୁବିଧା ନ ଥିବା ସହ ନିଜ ଗ୍ରାମକୁ ଯିବା […]

Continue Reading