ଜନନୀଙ୍କୁ ସୁରକ୍ଷା ଦେଉଥିବା ଦିଦି ଜନନୀ ହେବା ବେଳେ ବେସାହାରା

ଜନନୀଙ୍କୁ ସୁରକ୍ଷା ଦେଉଥିବା ଦିଦି ଜନନୀ ହେବା ବେଳେ ବେସାହାରା

#ଜନନୀଙ୍କୁ_ସୁରକ୍ଷା_ଦେଉଥିବା_ଦିଦି_ଜନନୀ_ହେବା_ବେଳେ_ବେସାହାରା           ବ୍ରହ୍ମପୁର  :  ଯଦି ସରକାରୀ ଘୋଷଣା ନାମାକୁ ଯିବା ତେବେ ବିଶ୍ୱ ବ୍ୟାପୀ କରୋନା ମହାମାରୀ ସମୟରେ ଏ ମହିଳା ଜଣକ ହେଉଛନ୍ତି ଜଣେ କୋଭିଡ୧୯ ଯୋଦ୍ଧା । ନାମ ସର୍ମିଷ୍ଠା କୁମାରୀ ପଣ୍ଡା, ଏବଂ ସେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ସମ୍ମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଗୋଲିଆ ପଞ୍ଚାୟତର ଚିରିକିପଡା ଗ୍ରାମର ଥିବା ଗୋଟିଏ ଅଙ୍ଗନବାଡି କେନ୍ଦ୍ରର କର୍ମୀ ଭାବେ କାର୍ଯ୍ୟ କରି ଆସୁଛନ୍ତି। ତାଙ୍କ […]

Continue Reading