୨୦୨୧ ଜନଗଣନା ଓ ଏନପିଆର ସଂଶୋଧନର ପ୍ରଥମ ପର୍ଯ୍ୟାୟ ଅନ୍ୟାଦେଶ ପର୍ଯ୍ୟନ୍ତ ଘୁଞ୍ଚିଲା

୨୦୨୧ ଜନଗଣନା ଓ ଏନପିଆର ସଂଶୋଧନର ପ୍ରଥମ ପର୍ଯ୍ୟାୟ ଅନ୍ୟାଦେଶ ପର୍ଯ୍ୟନ୍ତ ଘୁଞ୍ଚିଲା

#ଜନଗଣନା_ଓ_ଏନପିଆର_ସଂଶୋଧନର_ପ୍ରଥମ_ପର୍ଯ୍ୟାୟ_ଅନ୍ୟାଦେଶ_ପର୍ଯ୍ୟନ୍ତ_ଘୁଞ୍ଚିଲା        ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣ ଜନିତ ମହାମାରୀ ବ୍ୟାପିବା କାରଣରୁ ୨୦୨୧ ଜନଗଣନା ଏବଂ ଜାତୀୟ ଜନସଂଖ୍ୟା ପଞ୍ଜିକା(ଏନପିଆର୍) ସଂଶୋଧନର ପ୍ରଥମ ପର୍ଯ୍ୟାୟକୁ ଅନ୍ୟାଦେଶ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଦେଶର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରେ ଏପ୍ରିଲ ପହିଲା ୨୦୨୦ ଠାରୁ ବିଭିନ୍ନ ତାରିଖରେ ଜନଗଣନା ଏବଂ ଏନପିଆର ସଂଶୋଧନ ଆରମ୍ଭ ହେବାର ଥିଲା । ସୂଚନାଯୋଗ୍ୟ ଯେ ଦୁଇଟି ପର୍ଯ୍ୟାୟରେ ୨୦୨୧ ଜନଗଣନା ଲାଗି କାର୍ଯ୍ୟକ୍ରମ ଚୂଡ଼ାନ୍ତ କରାଯାଇଥିଲା । […]

Continue Reading