ଜଗତସିଂହପୁର ଛୁଇଁଲା କରୋନା,୪ ଆକ୍ରାନ୍ତ ଚିହ୍ନଟ , ସମସ୍ତେ ସୁରଟ ଫେରନ୍ତା

ଜଗତସିଂହପୁର ଛୁଇଁଲା କରୋନା,୪ ଆକ୍ରାନ୍ତ ଚିହ୍ନଟ , ସମସ୍ତେ ସୁରଟ ଫେରନ୍ତା

#ଜଗତସିଂହପୁର_ଛୁଇଁଲା_କରୋନା             ଭୁବନେଶ୍ୱର  : ଏପର୍ଯ୍ୟନ୍ତ ଗ୍ରୀନ୍ ଜୋନ୍ ରେ ଥିବା ଜଗତସିଂହପୁର ଜିଲ୍ଲାକୁ ଛୁଇଁଛି କରୋନା । ଜିଲ୍ଲାରୁ ବୁଧବାର ଦିନ ଏକସଙ୍ଗେ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନେ ସମସ୍ତେ ସୁରତ ଫେରନ୍ତା ।ଏଥିସହ ରାଜ୍ୟର ୧୭ଟି ଜିଲ୍ଲାରେ କରୋନା ତାର କାୟା ବିସ୍ତାର କରିଛି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରୁ ମଧ୍ୟ ବହୁ ଦିନର ବ୍ୟବଧାନ ପରେ ଜଣେ ଆକ୍ରାନ୍ତ ଠାବ ହୋଇଛନ୍ତି । ଏହା ଫଳରେ କେନ୍ଦ୍ରାପଡାରେ କରୋନା […]

Continue Reading