କରୋନା ମୁକାବିଲା ପାଇଁ ଚୁକ୍ତିଭିତ୍ତିକ ଡାକ୍ତର ଓ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି

କରୋନା ମୁକାବିଲା ପାଇଁ ଚୁକ୍ତିଭିତ୍ତିକ ଡାକ୍ତର ଓ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି

#ଚୁକ୍ତିଭିତିକ_ଡାକ୍ତର_ଓ_ସ୍ୱାସ୍ଥ୍ୟ_ସେବା_କର୍ମଚାରୀଙ୍କୁ_ନିଯୁକ୍ତି_ଦେବାକୁ_ନିଷ୍ପତ୍ତି     ଭୁୁବନେଶ୍ୱର : କରୋନା ସଂକ୍ରମଣ ବଢିବାର ଆଶଙ୍କା ମଧ୍ୟରେ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ କରିବାକୁ ନୂତନ ଚୁକ୍ତିଭିତ୍ତିକ ଡାକ୍ତର ଓ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହା ଯାଇଛି ଯେ ଚୁକ୍ତିଭିତ୍ତିକ ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ନିଯୁକ୍ତି ଦିଆ ଯିବ । ସେମାନଙ୍କୁ ଆଗାମୀ ଜୁନ ୩୦ ଯାଏ ନିଯୁକ୍ତି […]

Continue Reading