ଚୀନ ପ୍ରତି ବିଶ୍ବ ସମୁଦାୟର କ୍ରୋଧ ବଢୁଛି

ଚୀନ ପ୍ରତି ବିଶ୍ବ ସମୁଦାୟର କ୍ରୋଧ ବଢୁଛି

#ଚୀନ_ପ୍ରତି_ବିଶ୍ବ_ସମୁଦାୟର_କ୍ରୋଧ_ବଢୁଛି         ନୂଆଦିଲ୍ଲୀ :    ଯାହା ଆଶା କରାଯାଉଥିଲା ଠିକ୍ ସେଇଆ ହୋଇଛି । ଭାରତର ଚୀନ ସହିତ ସୀମାବିବାଦକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତା ପ୍ରସ୍ତାବକୁ ଚୀନ ଖାରଜ କରିଛି । ପ୍ରକୃତରେ ଯଦି ଟ୍ରମ୍ପ ଭାରତ ସହିତ ଛିଡା ହେବାକୁ ଚାହୁଁଥିଲେ ତେବେ ସେ ମଧ୍ୟସ୍ଥତାର ପ୍ରସ୍ତାବ ଦେବା ପରିବର୍ତ୍ତେ ଚୀନକୁ ଚେତାବନୀ ଦେବା ଉଚିତ ଥିଲା । ଜଣାନାହିଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଭଳି କରିବା ପରିବର୍ତ୍ତେ […]

Continue Reading