ଚିକେନ୍ କାଉଣ୍ଟରରୁ ମଦ ଜବତ, ଷ୍ଟୁଡିଓ ମାଲିକ ଓ ଜଳଖିଆ ଦୋକାନୀ ଗିରଫ

ଚିକେନ୍ କାଉଣ୍ଟରରୁ ମଦ ଜବତ, ଷ୍ଟୁଡିଓ ମାଲିକ ଓ ଜଳଖିଆ ଦୋକାନୀ ଗିରଫ

#ଚିକେନ୍_କାଉଣ୍ଟରରୁ_ମଦ_ଜବତ     ପିପିଲି : (ବିଜୟ କୁମାର ମହାପାତ୍ର) ସମଗ୍ର ବିଶ୍ୱରେ ମହାମାରୀର ରୂପ ନେଇଥିବା କରୋନା (କୋଭିଡ୍‌-୧୯) ସଂକ୍ରମଣକୁ ରୋକିବା ଲାଗି ସରକାର ସମଗ୍ର ଦେଶକୁ  ଲକ୍‌ଡାଉନ ଘୋଷଣା କରିଥିବା ବେଳେ ସରକାରଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରିଥିବା ଅଭିଯୋଗରେ ପିପିଲି ପୁଲିସ ଜଣେ ଜଳଖିଆ ଦୋକାନୀ ଓ ଅନ୍ୟଜଣେ ଫଟୋ ଷ୍ଟୁଡିଓ ମାଲିକଙ୍କୁ ବୁଧବାର ଗିରଫ କରିଛି । ଗିରଫ ଦ୍ୱୟ ହେଲେ କଣ୍ଟି ବଜାରରେ ଫଟୋ ଷ୍ଟୁଡିଓ କରିଥିବା ସୁଶାନ୍ତ ପ୍ରଧାନ ଓ ସେହି ବଜାରରେ […]

Continue Reading