ସମସ୍ୟା ଘେରରେ ଗୋପାଳଗଣ୍ଡା କ୍ଷୁଦ୍ର ଜଳସେଚନ, ଚାଷୀ ଙ୍କ କଥା ବୁଝିବ କିଏ?

ସମସ୍ୟା ଘେରରେ ଗୋପାଳଗଣ୍ଡା କ୍ଷୁଦ୍ର ଜଳସେଚନ, ଚାଷୀ ଙ୍କ କଥା ବୁଝିବ କିଏ?

#ଚାଷୀଙ୍କ_କଥା_ବୁଝିବ_କିଏ           ଦିଗପହଣ୍ଡି : ଗଞ୍ଜାମ ଗଜପତି ଜିଲ୍ଲା ସୀମାନ୍ତରେ ଥିବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଟି .ଗୋବିନ୍ଦପୁର ପଞ୍ଚାୟତର ଦଶେଇପୁର ବୁରେଇପାହାଡ଼ ଗ୍ରାମ ସ୍ଥିତ ଗୋପାଳଗଣ୍ଡା କ୍ଷଦ୍ର ଜଳସେଚନ ଯୋଜନା ନାନା ସମସ୍ୟା ଦେଇ ଗତି କରୁଛି । କେନାଳ ଗୁଡିକ ମାଟି ଓ ଘାସରେ ପୋତି ଭାଙ୍ଗିରୁଜା ଯାଉଥିବା ବେଳେ ଜଳସେଚନ ହେଉନଥିବା ହେତୁ ଚାଷୀମାନେ ଜଳସେଚନରୁ ବଞ୍ଚିତ ରହୁଥିବା ଅଭିଯୋଗ ହେଉଛି । ୧୯୮୬ ଅକ୍ମୋବର ୫ରେ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ୬,୩୦,୧୪୦୦ ଟଙ୍କା […]

Continue Reading