ଚାଳଘର ସାହିତ୍ୟ ସଂସଦ କରୋନା ମୁକାବିଲା ପାଇଁ ଦେଲେ ୫୧ ହଜାର ଟଙ୍କା

ଚାଳଘର ସାହିତ୍ୟ ସଂସଦ କରୋନା ମୁକାବିଲା ପାଇଁ ଦେଲେ ୫୧ ହଜାର ଟଙ୍କା

#ଚାଳଘର_ସାହିତ୍ୟ_ସଂସଦର_କରୋନା_ସହାୟତା         ଯାଜପୁର  :    ( ବିଶ୍ବଜିତ ରଣା ) ଯାଜପୁର ଜିଲ୍ଲାର ପ୍ରଥମ ସାହିତ୍ୟ ଅନୁଷ୍ଠାନ ଭାବେ ବରୀର ଚାଳଘର ସାହିତ୍ୟ ସଂସଦ ପକ୍ଷରୁ କରୋନା ସହଯୋଗ ପାଇଁ ଏକାବନ ହଜାର ଟଙ୍କାର ସହାୟତା ଜିଲ୍ଲାପାଳ ରଂଜନ କୁମାର ଦାସଙ୍କୁ ପ୍ରଦାନ କରିଛନ୍ତି । ଗୁରୁବାର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟଠାରେ ଚାଳଘର ସାହିତ୍ୟ ସଂସଦର ସଭାପତି ବିରଜା ପ୍ରସାଦ ପରିଡ଼ା, ସଂପାଦକ ପ୍ରତାପ ଚନ୍ଦ୍ର ଦାସ, କୋଷାଧ୍ୟକ୍ଷ ଅଜୟ କୁମାର ରଥ ଓ ସଦସ୍ୟ ଉତ୍କଳ କେଶରୀ […]

Continue Reading