ଚନ୍ଦନ ପୋଖରୀ ହୁଡାରୁ କାଟିନେଲେ ଗଛ, ବନ ବିଭାଗ ନୀରବ

ଚନ୍ଦନ ପୋଖରୀ ହୁଡାରୁ କାଟିନେଲେ ଗଛ, ବନ ବିଭାଗ ନୀରବ

#ଚନ୍ଦନ_ପୋଖରୀ_ହୁଡାରୁ_କାଟିନେଲେ_ଗଛ,_ବନ_ବିଭାଗ_ନୀରବ    କେନ୍ଦ୍ରାପଡା  : କେନ୍ଦ୍ରାପଡା ପୈାରଂଚଳ ଅନ୍ତର୍ଗତ ୧ନଂ ୱାର୍ଡ ଚନ୍ଦନ ପୋଖରୀ ନିକଟରେ ସରକାରୀ ଯାଗରେ ଥିବା ଏକ ବଡଗଛକୁ ସ୍ଥାନୀୟ ଅଂଚଳର ଜଣେ ବ୍ୟକ୍ତି କାଟି ବିକ୍ରି କରିବାକୁ ଉଦ୍ୟମ କରୁଥିବା ଜଣାପଡିବା ପରେ ଉତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକମାନଙ୍କ ପକ୍ଷରୁ କେନ୍ଦ୍ରାପଡା ମୁନିସିପାଲିଟିରେ ଅଭିଯୋଗ ହେବାପରେ ପୈାରାଂଚଳ ଅନ୍ତର୍ଗତ ଇଛାପୁର ଚନ୍ଦନ ପୋଖରୀ ନିକଟରେ ଥିବା ଏକ ସରକାରୀ ପ୍ଲଟ ଉପରେ ଏକ ବଡ ଗଛକୁ ସ୍ଥାନୀୟ ଅଂଚଳର ଜଣେ […]

Continue Reading