ଚଢିଗଲା ବସ ଚାଲି ଚାଲି ଆସୁଥିବା ୬ ପ୍ରବାସୀ ଶ୍ରମିକ ମୃତ

ଚଢିଗଲା ବସ ପଞ୍ଜାବ ରୁ ବିହାର ଚାଲି ଚାଲି ଯାଉଥିବା ୬ ପ୍ରବାସୀ ଶ୍ରମିକ ମୃତ

#ଚଢିଗଲା_ବସ_ଚାଲି_ଚାଲି_ଆସୁଥିବା_୬_ପ୍ରବାସୀ_ଶ୍ରମିକ_ମୃତ      ମୁଜାଫରପୁର: ମହାରାଷ୍ଟ୍ରର ଔରଙ୍ଗାବାଦ ଅନ୍ତର୍ଗତ କର୍ମାଡ୍‌ରେ ମାଲବାହୀ ଟ୍ରେନ୍ ଚାପାରେ ୧୬ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟଣା ପରେ ପୁଣି ଉତ୍ତର ପ୍ରଦେଶର ମୁଜାଫର ନଗର – ସାହାରନପୁର ହାଇଓ୍ବେରେ ଘଟିଛି ଦୁଃଖଦ ଘଟଣା । ପଞ୍ଜାବରୁ ଚାଲି ଚାଲି ବିହାର ସ୍ଥିତ ଗ୍ରାମକୁ ଯାଉଥିବା କେତେକ ପ୍ରବାସୀ ଶ୍ରମିକଙ୍କ ଉପରେ ବୁଧବାର ରାତି ୧୧.୪୫ ସମୟରେ ଏକ ବସ୍ ଚଢ଼ିଯିବାରୁ ୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ  ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ପୁଲିସ ସୂଚନା […]

Continue Reading