ଘରେ ଘରେ ସାମଗ୍ରୀ ଯୋଗାଇଲେ ସ୍ୱୟଂସହାୟକ ଗୋଷ୍ଠୀ

ଘରେ ଘରେ ସାମଗ୍ରୀ ଯୋଗାଇଲେ ସ୍ୱୟଂସହାୟକ ଗୋଷ୍ଠୀ

#ଘରେ_ଘରେ_ସାମଗ୍ରୀ_ଯୋଗାଇଲେ_ସ୍ୱୟଂସହାୟକ_ଗୋଷ୍ଠୀ                କେନ୍ଦ୍ରାପଡା  : କେନ୍ଦ୍ରାପଡା ଜିଲ୍ଲାରେ ଲକ ଡାଉନ କଟକଣା ବଳବତ୍ତର ଥିବାବେଳେ ଦୋକାନ ବଜାର ପ୍ରଭୃତି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଗୁଡିକ ଅଧିକାଂଶ ସମୟ ବନ୍ଦ ରହୁଛି । ବିଶେଷ କରି ଜନ ସାଧାରଣ ବାହାରକୁ ଆସୁନଥିବା ବେଳେ ରାସନ ସାମଗ୍ରୀ ଓ ପରିବା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଜିଲ୍ଲାର ବିଭିନ୍ନ ବ୍ଲକରେ ଘରେ ଘରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଁଚାଉଥିବା ଜଣା ପଡିଛି । ଜିଲ୍ଲା ପ୍ରଶାସନର ସହଯୋଗରେ ସରକାରୀ ସ୍ତରିକୃତ ମୂଲ୍ୟରେ ସ୍ୱୟଂ […]

Continue Reading