ଗ୍ୟାସ୍ ସିଲିଣ୍ଡର ଫାଟି ୧୨ବଖରା ଜଳିଗଲା

ଗ୍ୟାସ୍ ସିଲିଣ୍ଡର ଫାଟି ୧୨ବଖରା ଜଳିଗଲା

#ଗ୍ୟାସ୍_ସିଲିଣ୍ଡର_ଫାଟି_୧୨_ବଖରା_ଜଳିଗଲା                  ପିପିଲି  🙁 ବିଜୟ କୁମାର ମହାପାତ୍ର ) ପିପିଲି ଥାନା ଦୁର୍ଗାଦାଶପୁର ଠଣଠଣା ଜେନାସାହି ରେ୍ନିକାଣ୍ଡ ଗଟି ୧୨ବଖରାଘର ଭସ୍ମିଭୂତ ହୋଇଯାଇଛି। ଘଟଣାରୁ ପ୍ରକାଶ ଯେ,  ରୋଷେଇ କରୁଥିବା ସମୟରେ ଗ୍ୟାସ୍ ସିଲିଣ୍ଡର ନିଆଁ ଲାଗି ଟାଙ୍କି ଫାଟିଯିବାରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ଏଥିରେ ୧୨ବଖରା ଘର ଜଳି ପୋଡି ପାଉଁସ ହୋଇଯାଇଛି । ପିପିଲିରୁ ଦମକଳ ପହଞ୍ଚି ନିଆଁ କୁ ଆୟତ୍ତ କରିଛି ।

Continue Reading