ଗ୍ରୀନ୍ ଜୋନ୍ ରେ ବସ୍ ନଚଳାଇବାକୁ ବସ ମାଲିକ ସଂଘର ନିଷ୍ପତ୍ତି

ଗ୍ରୀନ୍ ଜୋନ୍ ରେ ବସ୍ ନଚଳାଇବାକୁ ବସ ମାଲିକ ସଂଘର ନିଷ୍ପତ୍ତି

#ଗ୍ରୀନ୍_ଜୋନ୍_ରେ_ବସ୍_ନଚଳାଇବାକୁ_ବସ_ମାଲିକ_ସଂଘର_ନିଷ୍ପତ୍ତି              ଭୁବନେଶ୍ୱର  : ଗ୍ରୀନ୍ ଜୋନରେ ବସ୍ ଚଳାଚଳ ପାଇଁ ରାଜ୍ୟ ସରକାର ଅନୁମତି ଦେଇଥିଲେ ମଧ୍ୟ ବସ୍ ନ ଚଳାଇବାକୁ ଘରୋଇ ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଛି । ଘରୋଇ ବସ ମାଲିକ ସଂଘର କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ କହିଛନ୍ତି ଯେ ସରକାର ସୋମବାର ପ୍ରକାଶ କରିଥିବା ବିଜ୍ଞପ୍ତି ରେ ଆମ ଦାବି ସମ୍ପର୍କରେ କୌଣସି ଉଲ୍ଲେଖ କରାଯାଇ ନାହିଁ । ତେଣୁ ଆମେ ଗାଡି ଚଳାଇବୁ ନାହିଁ । ପରିବହନ ମନ୍ତ୍ରୀଙ୍କୁ ପୁଣି […]

Continue Reading