ଗେଞ୍ଜାରେ ଆମ ସ୍ୱାସ୍ଥ୍ୟ ଆମ ଦାୟିତ୍ୱ କାର୍ଯ୍ୟକ୍ରମ

ଗେଞ୍ଜାରେ ଆମ ସ୍ୱାସ୍ଥ୍ୟ ଆମ ଦାୟିତ୍ୱ କାର୍ଯ୍ୟକ୍ରମ

#ଗେଞ୍ଜାରେ_ଆମ_ସ୍ୱାସ୍ଥ୍ୟ_ଆମ_ଦାୟିତ୍ୱ_କାର୍ଯ୍ୟକ୍ରମ                   ସୋରଡ଼ା  : ସୋରଡ଼ା ନିକଟସ୍ଥ ଗେଞ୍ଜା ଗ୍ରାମ ଠାରେ ଆମ ସ୍ୱାସ୍ଥ୍ୟ ଆମ ଦାୟିତ୍ୱ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗାଁ କଲ୍ୟାଣ ସମିତିର ଆବାହିକ ଭାଗ୍ୟବତି ପାତ୍ରଙ୍କର ଆହ୍ୱନକ୍ରମେ ଉକ୍ତ ଅଞ୍ଚଳର ମାଆ ମାନଙ୍କୁ ନେଇ ମିଶନ ଶକ୍ତି କୋଭିଡ଼-୧୯ ର ଉକ୍ତ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଛି । ଏଥିରେ ଆଶା ଓ ଅଙ୍ଗନୱାଡ଼ି କର୍ମୀ ମାନେ ଉପସ୍ଥିତ ରହି […]

Continue Reading