ଗୃହ ମନ୍ତ୍ରଣାଳୟର ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ - ଗୁଜବକୁ ରୋକନ୍ତୁ

ଗୃହ ମନ୍ତ୍ରଣାଳୟର ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ – ଗୁଜବକୁ ରୋକନ୍ତୁ

#ଗୃହ_ମନ୍ତ୍ରଣାଳୟର_ରାଜ୍ୟ_ସରକାରମାନଙ୍କୁ_ନିର୍ଦ୍ଦେଶ_ଗୁଜବକୁ_ରୋକନ୍ତୁ    ନୂଆଦିଲ୍ଲୀ : ସାରା ଦେଶରେ ୨୧ ଦିନିଆ ଲକ ଡାଉନକୁ ଦୃଷ୍ଟିରେ ରଖି ଖାଦ୍ୟ ମନ୍ତ୍ରଣାଳୟର ଖାଦ୍ୟ ସାମଗ୍ରୀ ଅଭାବ ତଥା ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଥିବାକୁ ପ୍ରଚାର ହେଉଥିବା ଗୁଜବକୁ ରୋକିବା ପାଇଁ ଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ସରକାରମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କହିଛି । ଗୃହ ମନ୍ତ୍ରଣାଳୟ ଦ୍ୱାରା ସମସ୍ତ ରାଜ୍ୟର ମୁଖ୍ୟ ସଚିବ ଏବଂ ଡିଜିପିଙ୍କ ନିକଟକୁ ପଠାଯାଇଥିବା ଚିଠିରେ ଲୋକଙ୍କ ଭୟ ଦୂର କରିବା ତଥା ଶାନ୍ତି […]

Continue Reading