ଗୁନାରେ ଟ୍ରକ୍-ବସ୍ ଦୁର୍ଘଟଣା, ୮ ପ୍ରବାସୀ ଶ୍ରମିକ ମୃତ

ଗୁନାରେ ଟ୍ରକ୍-ବସ୍ ଦୁର୍ଘଟଣା, ୮ ପ୍ରବାସୀ ଶ୍ରମିକ ମୃତ

#ଗୁନାରେ_ଟ୍ରକ୍-ବସ୍_ଦୁର୍ଘଟଣା,_୮_ପ୍ରବାସୀ_ଶ୍ରମିକ_ମୃତ               ଗୁନା : ପୁଣି ଏକ ଦୁର୍ଘଟଣାରେ ୮ ପ୍ରବାସୀ ଶ୍ରମିକ ମୃତ । ମଧ୍ୟପ୍ରଦେଶର ଗୁନା ଠାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଗୁରୁବାର ଭୋର ୩ଟା ସମୟରେ  ଏଠାରେ ଏକ ଟ୍ରକ୍ ଓ ବସ୍ ମଧ୍ୟରେ  ଦୁର୍ଘଟଣା ଘଟିବାରୁ  ମହାରାଷ୍ଟ୍ରରେ ଶ୍ରମିକ ଭାବେ କାମ କରୁଥିବା ୮ ପ୍ରବାସୀ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ୫୪ ଜଣ ଶ୍ରମିକ ଆହତ ହୋଇଛନ୍ତି । ଦୁର୍ଘଟଣା ଏତେ ଜୋରରେ ହୋଇଥିଲାଯେ ଟ୍ରକଟି ଓଲଟି ପଡିଥିଲା। […]

Continue Reading