ଗିଳି ପାରୁନି କି ଛାଡି ପାରୁନି

ଗିଳି ପାରୁନି କି ଛାଡି ପାରୁନି

#ଗିଳି_ପାରୁନି_କି_ଛାଡି_ପାରୁନି           କେନ୍ଦ୍ରାପଡା    :  ଲୋଭର ବଶବର୍ତୀ ହୋଇ ଗୋଟିଏ ଛୋଟ ସାପ ବଡ ବେଙ୍ଗକୁ ଗିଳିବାକୁ ଉଦ୍ୟମ କରି ହଟହଟା ହୋଇଥିବା ଦେଖିବାକୁ ମିଳିଛି । ପ୍ରାକୃତିକ ଖାଦ୍ୟ ଖାଦକ ସାପ ବେଙ୍ଗଙ୍କ ଟଣା ଓଟରା ଦେଖିବା ପାଇଁ ବହୁ ଲୋକ କୈାତୁହଳରେ ରୁଣ୍ଡ ହୋଇଥିଲେ । ରବିବାର ଗରାପୁର ଡାକବଙ୍ଗଳା ନିକଟରେ ବଡ ବେଙ୍ଗକୁ ଛୋଟ ସାପଟି ଧରି ପକାଇ ଥିବାରୁ ବଡ ବେଙ୍ଗଟି କାମୁଡି ଧରିଥିବା ସାପକୁ ଘୋସାରି ଘୋସାରି ନେଉଥିବା ଓ […]

Continue Reading