ଗଞ୍ଜାମରେ ଗୋଟିଏ ଦିନରେ ୪୩ ଆକ୍ରାନ୍ତ ଚିହ୍ନଟ, ପଜିଟିଭ ସଂଖ୍ୟା ୭୧କୁ ବଢିଲା

#ଗଞ୍ଜାମରେ_ଗୋଟିଏ_ଦିନରେ_୪୩_ଆକ୍ରାନ୍ତ_ଚିହ୍ନଟ          ଭୁବନେଶ୍ୱର   : ଚିନ୍ତା ବଢ଼ାଇଲାଣି ଗଞ୍ଜାମ। ଗୋଟିଏ ଦିନରେ ଗଞ୍ଜାମରେ ୪୩ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇସାରିଛନ୍ତି। ଏହାକୁ ନେଇ ଏବେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୧କୁ ବୃଦ୍ଧି ପାଇଛି। ଫଳରେ ସର୍ବାଧିକ ଆକ୍ରାନ୍ତ ଜିଲା ଭାବେ ଗଞ୍ଜାମ ଶୀର୍ଷରେ ପହଞ୍ଚିଛି। ପୂର୍ବରୁ ଯାଜପୁର ୫୫ଜଣ ସଂକ୍ରମିତଙ୍କୁ ନେଇ ପ୍ରଥମ ସ୍ଥାନରେ ରହିଥିଲା।ରାଜ୍ୟରେ ଆଜି ଗୋଟିଏ ଦିନରେ ମୋଟ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ଗଞ୍ଜାମ ଜିଲ୍ଲାରୁ ୪୩ ଜଣ, […]

Continue Reading