ଖୋର୍ଦ୍ଧା ଗଞ୍ଜାମ ସୀମା ସିଲ ପରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଙ୍କ ଘଟଣା ସ୍ଥଳ ପରିଦର୍ଶନ

ଖୋର୍ଦ୍ଧା ଗଞ୍ଜାମ ସୀମା ସିଲ ପରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଙ୍କ ଘଟଣା ସ୍ଥଳ ପରିଦର୍ଶନ

#ଖୋର୍ଦ୍ଧା_ଗଞ୍ଜାମ_ସୀମା_ସିଲ_ପରେ_ଆରକ୍ଷୀ_ଅଧିକ୍ଷକଙ୍କ_ଘଟଣା_ସ୍ଥଳ_ପରିଦର୍ଶନ            କୋଦଳା  : ଗଞ୍ଜାମ ଜିଲ୍ଳା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ ରବିବାର କୋଦଳା ଓ ବେଗୁନିଆପଡା ଅଞ୍ଚଳ ପରିଦର୍ଶନ କରି ପ୍ରଶାସନ ସହିତ କରୋନା କୁ ନେଇ ସମୀକ୍ଷା । କରି ଫେରିଥିବା ଜଣାପଡ଼ିଛି । କରୋନା ମହାମାରୀର ଉଗ୍ର ରୂପ ଦେଖି ଆଗରୁ ସତର୍କ ଓ ସଚେତନ ପାଇଁ ଜିଲ୍ଳା ପ୍ରଶାସନ ର ନିର୍ଦ୍ଦେଶ ଅନୁଯାୟୀ ବେଗୁନିଆପଡା ଅଙ୍ଗାର ଗାଁ ପଞ୍ଚାୟତ ସାଳିଆଡ୍ୟାମ ନିକଟସ୍ଥ ଡାଇକି ଛକ ନିକଟ […]

Continue Reading