ଖେଳ ହେଲା କାଳ !

ଖେଳ ହେଲା କାଳ !

#ଖେଳ_ହେଲା_କାଳ    ହିଞ୍ଜଳିକାଟୁ : ଗଞ୍ଜାମ ଜିଲ୍ଲାର ହିଞ୍ଜଳିକାଟୁ ଥାନା ଅନ୍ତର୍ଗତ ଖରିଡା ଗ୍ରାମରେ ଆଜି ସକାଳେ କେତକ ପିଲା କ୍ରିକେଟ ଖେଳୁଥିବା ବେଳେ ଦୁଇ ଜଣ ନାବାଳକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଜଣେ ନାବାଳକର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ସାମାନ୍ୟ  ଗଣ୍ଡଗୋଳକୁ କେନ୍ଦ୍ର କରି କ୍ରିକେଟ୍ ଖେଳୁଥିବା ନାବାଳକ ସଞ୍ଜୟ ବେହେରା(୧୩) ସେଠାରେ ବସିଥିବା ବିଭୁ ସେଠୀ (୧୩)କୁ ବ୍ୟାଟ୍‌ରେ ପିଟିଥିଲା । ଏହାଫଳରେ ବିଭୁର କାନ ପାଖରେ ଜୋରରେ ଆଘାତ ହୋଇଥିଲା ଏବଂ […]

Continue Reading