ଖାଦ୍ୟବାହିତ ରୋଗ ପ୍ରତିରୋଧ ପାଇଁ ସହଯୋଗ ମାଗିଲେ ମୁଖ୍ୟମନ୍ତ୍ରୀ

ଖାଦ୍ୟବାହିତ ରୋଗ ପ୍ରତିରୋଧ ପାଇଁ ସହଯୋଗ ମାଗିଲେ ମୁଖ୍ୟମନ୍ତ୍ରୀ

#ଖାଦ୍ୟବାହିତ_ରୋଗ_ପ୍ରତିରୋଧ_ପାଇଁ_ସହଯୋଗ_ମାଗିଲେ_ମୁଖ୍ୟମନ୍ତ୍ରୀ         ଭୁବନେଶ୍ୱର  : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅବସରରେ ଏକ ବାର୍ତାରେ କହିଛନ୍ତି ଯେ ମଣିଷର ସ୍ୱାସ୍ଥ୍ୟ ଓ ନିରନ୍ତର ଅଭିବୃଦ୍ଧି ନିମନ୍ତେ ସୁରକ୍ଷିତ ଖାଦ୍ୟ ଅପରିହାର୍ଯ୍ୟ । କୋଭିଡ୍-୧୯ ସମୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ନିମନ୍ତେ ପ୍ରତ୍ୟେକଙ୍କ ପାଇଁ ସୁଷମ ଖାଦ୍ୟ ସୁନିଶ୍ଚିତ କରିବା ଦିଗରେ ଆମର କ୍ରମାଗତ ପ୍ରଚେଷ୍ଟା ଜାରି ରହିଛି । ସୁସ୍ଥ ଓଡ଼ିଶା ପାଇଁ ଖାଦ୍ୟବାହିତ ରୋଗଗୁଡ଼ିକର ପ୍ରତିରୋଧ ନିମନ୍ତେ ସମସ୍ତେ ସହଯୋଗ କରିବାକୁ […]

Continue Reading