ଖାଇବାକୁ ନପାଇ ଗୁଜୁରାଟୀ ପରିବାର ଭେଟିଲେ ଜିଲ୍ଲାପାଳଙ୍କୁ

ଖାଇବାକୁ ନପାଇ ଗୁଜୁରାଟୀ ପରିବାର ଭେଟିଲେ ଜିଲ୍ଲାପାଳଙ୍କୁ

#ଖାଇବାକୁ_ନପାଇ_ଗୁଜୁରାଟୀ_ପରିବାର_ଭେଟିଲେ_ଜିଲ୍ଲାପାଳଙ୍କୁ    କେନ୍ଦ୍ରାପଡା  : କରୋନା କଟକଣାରେ ଭୋକ ଉପାସରେ ରହୁଥିବା ଗୁଜୁରାଟୀ ପରିବାର ଶନିବାର ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କ ଅସୁବିଧା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । କେନ୍ଦ୍ରାପଡା ପୈାରାଂଚଳର ବିଭିନ୍ନ ଦୋକାନ ବାରଣ୍ଢାରେ ରହୁଥିବା ଏହି ପରିବାରରେ ଶିଶୂ ଓ ନାବାଳକ ଙ୍କ ସମେତ ପ୍ରାୟ ୭ଜଣ ଲୋକ ରହୁଥିଲେ । ସେମାନେ ଦିନବେଳା ଷ୍ଟିଲ ବାସନ ବଦଳରେ ଛିଣ୍ଡାଚିରା ଲୁଗାପଟା ସଂଗ୍ରହ କରି ତା ବଦଳରେ ଷ୍ଟିଲ ବାସନ ଦେଇଥାନ୍ତି । ଏବେ କଲ […]

Continue Reading