ଖବରକାଗଜ ବିତରଣ ହେଲା ଅତ୍ୟାବଶ୍ୟକ ସେବା

ଖବରକାଗଜ ବିତରଣ ହେଲା ଅତ୍ୟାବଶ୍ୟକ ସେବା

#ଖବରକାଗଜ_ବିତରଣ_ହେଲା_ଅତ୍ୟାବଶ୍ୟକ_ସେବା     ଭୁବନେଶ୍ୱର   : ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ୨୧ଦିନିଆ ଲକଡାଉନ୍ ଲାଗୁ ହୋଇଥିବାବେଳେ ରାଜ୍ୟ ସରକାର ଆଜି ସମ୍ବାଦପତ୍ର ବିତରଣକୁ ଅତ୍ୟାବଶ୍ୟକ ସେବା ବର୍ଗରେ ଅନ୍ତର୍ଭୁକ୍ତ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ କହିଛନ୍ତି ଯେ, ସମ୍ବାଦପତ୍ର ସଂସ୍ଥାଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦୃଷ୍ଟିରେ ରଖି ଖବରକାଗଜ ବିତରଣକୁ ଅତ୍ୟାବଶ୍ୟକ ସେବାରେ ସାମିଲ କରାଯାଇ ନ୍ୟୁଜ୍ ପ୍ରିଣ୍ଟଓ ଖବରକାଗଜ ଇତ୍ୟାଦିର ପରିବହନ ପାଇଁ ବ୍ୟବହୃତ ଯାନଗୁଡ଼ିକୁ […]

Continue Reading