ଦେଶରେ ୨୨ଲକ୍ଷ ନର୍ସଙ୍କ ଆବଶ୍ୟକତା ରହିଛି

କ୍ୱାରେଣ୍ଟାଇନ୍ ସମୟସୀମା ୨୮ ଦିନକୁ ବଢିଲା

#କ୍ୱାରେଣ୍ଟାଇନ୍_ସମୟସୀମା_୨୮_ଦିନକୁ_ବଢିଲା              ଭୁୁବନେଶ୍ୱର  : କରୋନା ମୁକାବିଲା ପାଇଁ ରାଜ୍ୟ ସରକାର କ୍ୱାରେଣ୍ଟାଇନ୍ ଅବଧି ବୃଦ୍ଧି କରିଛନ୍ତି । ଓଡିଶାକୁ ଆସିଥିବା ସମସ୍ତ ପ୍ରବାସୀଙ୍କ ପାଇଁ କ୍ୱାରେଣ୍ଟାଇନ୍ ଅବଧି ୧୪ ଦିନରୁ ୨୮ ଦିନକୁ ବଢାଯାଇଛି । ସେଥିମଧ୍ୟରୁ ୨୧ ଦିନ ସରକାରୀ କ୍ୱାରେଣ୍ଟାଇନ୍ ଏବଂ ୭ ଦିନ ନିଜ ଘରେ ହୋମ୍ କ୍ୱାରେଣ୍ଟାଇନ୍ ରେ ରହିବେ । ୧୪ ଦିନର କ୍ୱାରେଣ୍ଟାଇନ୍ ପରେ ମଧ୍ୟ ଲକ୍ଷଣ ପ୍ରକାଶ ପାଉଥିବାରୁ ଏହି ନିଷ୍ପତି ନିଆଯାଇଛି । କ୍ୱାରେଣ୍ଟାଇନ୍ ନିୟମ […]

Continue Reading