କ୍ବାରେଣ୍ଟାଇନ କେନ୍ଦ୍ରରୁ ରାତି ଅଧରେ ଝରକା ତାଡ଼ି୧୯ ଶ୍ରମିକ ପଳାଇଲେ

କ୍ବାରେଣ୍ଟାଇନ କେନ୍ଦ୍ରରୁ ରାତି ଅଧରେ ଝରକା ତାଡ଼ି୧୯ ଶ୍ରମିକ ପଳାଇଲେ

#କ୍ବାରେଣ୍ଟାଇନ_କେନ୍ଦ୍ରରୁ_୧୯_ଶ୍ରମିକ_ପଳାଇଲେ          ରାୟଗଡ଼ା : ଆନ୍ଧ୍ର-ଓଡ଼ିଶା ସୀମାନ୍ତ କେରେଡ଼ା ଆଶ୍ରୟସ୍ଥଳୀରୁ ଗତକାଲି ବିଳମ୍ବିତ ରାତିରେ ୧୯ଜଣ ଶ୍ରମିକ ଚମ୍ପଟ ମାରିଛନ୍ତି। ସେମାନଙ୍କ ମଧ୍ୟରେ ୧୭ଜଣ ପଞ୍ଜାବ ଓ ୨ଜଣ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି। କ୍ଲଷ୍ଟର୍‌ ଦାୟିତ୍ବରେ ଥିବା ଶିକ୍ଷକ ଏନେଇ ଶେଷଖାଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଖବର ପାଇ ପିଏ ଆଇଟିଡିଏ ଟୁକୁ ବାରିକ, ବିଡିଓ ରାଜେନ୍ଦ୍ର ମାଝି, ଏବିଡିଓ ନୃସିଂହ ଚରଣ ପଟ୍ଟନାୟକ ଆଶ୍ରୟସ୍ଥଳୀରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। […]

Continue Reading