କ୍ବାରଣ୍ଟାଇନ ମୁକ୍ତଙ୍କ ପାଇଁ ଆରମ୍ଭ ହେବ ସ୍ବତନ୍ତ୍ର ତାଲିମ ବ୍ୟବସ୍ଥା

କ୍ବାରଣ୍ଟାଇନ ମୁକ୍ତଙ୍କ ପାଇଁ ଆରମ୍ଭ ହେବ ସ୍ବତନ୍ତ୍ର ତାଲିମ ବ୍ୟବସ୍ଥା

#କ୍ବାରଣ୍ଟାଇନ_ମୁକ୍ତଙ୍କ_ପାଇଁ_ଆରମ୍ଭ_ହେବ_ସ୍ବତନ୍ତ୍ର_ତାଲିମ_ବ୍ୟବସ୍ଥା             ଭୁବନେଶ୍ୱର  :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର କୋଭିଡ୍ ନିୟନ୍ତ୍ରଣ ଓ ଅର୍ଥନୈତିକ ପୁନରୁଦ୍ଧାର କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ବର୍ତମାନ ପ୍ରବାସୀ ଓଡିଆମାନେ ବହୁ ସଂଖ୍ୟାରେ ଓଡିଶା ଫେରୁଥିବାରୁ ରାଜ୍ୟର ବିଭିନ୍ନ ଅଂଚଳରେ ନିର୍ମିତ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଗୁଡିକର ଉପଯୁକ୍ତ ପରିଚାଳନା ଓ ଲୋକମାନଙ୍କୁ ରୋଜଗାର ଯୋଗାଇଦେବାପାଇଁ ଅର୍ଥନୀତିକୁ ଚଳଚଂଚଳ କରିବା ଉପରେ […]

Continue Reading