କୋହଳ ହେଲା ନାଇଟ୍ କର୍ଫ୍ୟୁ , ରାତି ୯ଟାରୁ ସକାଳ ୫ ଟା କର୍ଫ୍ୟୁ

କୋହଳ ହେଲା ନାଇଟ୍ କର୍ଫ୍ୟୁ , ରାତି ୯ଟାରୁ ସକାଳ ୫ ଟା କର୍ଫ୍ୟୁ

#କୋହଳ_ହେଲା_ନାଇଟ୍_କର୍ଫ୍ୟୁ        ଭୁବନେଶ୍ୱର  : ଆସନ୍ତାକାଲି ଅର୍ଥାତ୍ ଜୁଲାଇ ୧ ଠାରୁ ଅନ୍ଲକ୍-୨ ଲାଗୁ ହେବ । ଏନେଇ ମଙ୍ଗଳବାର ରାଜ୍ୟ ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଥିରେ ରାତ୍ରକାଳୀନ କର୍ଫ୍ୟୁ ସମୟ ସୀମାକୁ କୋହଳ କରାଯାଇଛି । ଆସନ୍ତା କାଲିଠାରୁ ସନ୍ଧ୍ୟା ୭ ଟା ପରିବର୍ତେ ରାତି ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତର ରହିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ସୂଚନା ଦେଇଛନ୍ତି । ଗତକାଲି କେନ୍ଦ୍ର ସରକାର […]

Continue Reading