ରଥଯାତ୍ରା ପାଇଁ ଅନୁମତି ଦେଇଥିବାରୁ କୋର୍ଟଙ୍କ ପାଖରେ ଋଣୀ - ଗଜପତି ମହାରାଜ

ରଥଯାତ୍ରା ପାଇଁ ଅନୁମତି ଦେଇଥିବାରୁ କୋର୍ଟଙ୍କ ପାଖରେ ଋଣୀ – ଗଜପତି ମହାରାଜ

#କୋର୍ଟଙ୍କ_ପାଖରେ_ଋଣୀ                ଭୁବନେଶ୍ୱର   : ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟ ପୂର୍ବରୁ ଦେଇଥିବା ରାୟକୁ ପୂର୍ଣ୍ଣ ସଂଶୋଧନ କରିବା ସହ ଏହି ଯାତ୍ରାକୁ ଅନୁମତି ପ୍ରଦାନ କରିଛନ୍ତି । ସେଥିପାଇଁ ସମ୍ପୃକ୍ତ କୋର୍ଟଙ୍କ ନିକଟରେ ଚିର ଋଣୀ ବୋଲି ପୁରୀ ଗଜପତି ଦିବ୍ୟ ସିଂହ ଦେବ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଭାବଗ୍ରାହୀ ମହାପ୍ରଭୁ କୋଟି ଜନତାଙ୍କ ଆବେଗ ଶୁଣିଛନ୍ତି । ଯାତ୍ରାକୁ ସଫଳ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସହଯୋଗ ଦେବା […]

Continue Reading