କୋଭିଡ଼-୧୯ ସ୍ଥିତି ଅନୁଧ୍ୟାନ ପାଇଁ ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍

କୋଭିଡ଼-୧୯ ସ୍ଥିତି ଅନୁଧ୍ୟାନ ପାଇଁ ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍

#କୋଭିଡ଼_ସ୍ଥିତି_ଅନୁଧ୍ୟାନ_ପାଇଁ_ପହଞ୍ଚିଲେ_କେନ୍ଦ୍ରୀୟ_ଟିମ୍               ଭୁବନେଶ୍ୱର   :  କୋଭିଡ଼-୧୯ର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ପ୍ରତିରକ୍ଷା ବିଭାଗର ଯୁଗ୍ମ ଶାସନ ସଚିବଙ୍କ ନେତୃତ୍ୱରେ ଏକ ତିନି ଜଣିଆ କେନ୍ଦ୍ରୀୟ କମିଟି ଓଡ଼ିଶା ଗସ୍ତରେ ଆସି ଆଜି ଏଠାରେ ପହଂଚିଛନ୍ତି । ଏହି କମିଟି ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଯିବେ । ସରକାରୀ କ୍ୱାରେନଟାଇନ କେନ୍ଦ୍ରରେ ପରିଚାଳନା କିପରି ହେଉଛି, କୋଭିଡ଼-୧୯ର ଗାଇଡ଼ ଲାଇନ କିଭଳି ଭାବେ କାର୍ଯ୍ୟକାରୀ ହେଉଛି ଜିଲ୍ଲା ଅଧିକାରୀ ମାନଙ୍କ ସହିତ ତାର ସମୀକ୍ଷା କରିବେ । […]

Continue Reading