କୋଭିଡ଼ ସାମଗ୍ରୀ କିଣାରେ କୌଣସି ଦୁର୍ନୀତି ହୋଇନାହିଁ - ନବଦାସ

କୋଭିଡ଼ ସାମଗ୍ରୀ କିଣାରେ କୌଣସି ଦୁର୍ନୀତି ହୋଇନାହିଁ – ନବଦାସ

#କୋଭିଡ଼_ସାମଗ୍ରୀ_କିଣାରେ_କୌଣସି_ଦୁର୍ନୀତି_ହୋଇନାହିଁ        ଭୁବନେଶ୍ୱର    :    କୋଭିଡ଼ ସାମଗ୍ରୀ କିଣାରେ କୌଣସି ଦୁର୍ନୀତି ହୋଇନାହିଁ । ଅନ୍ୟ ରାଜ୍ୟ ମାନଙ୍କ ଭଳି ଯୁଦ୍ଧକାଳୀନ ଭିତିରେ ଏବଂ ସିପିଏସୟୁ ଦ୍ୱାରା ସ୍ଥିରିକୃତ ଦରରେ ଏହି ସାମଗ୍ରୀ କିଣାଯାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ବିରୋଧି ଦଳ ପକ୍ଷରୁ ଦୁର୍ନୀତି ହୋଇଥିବାର ଯେଉଁ ଅଭିଯୋଗ କରାଯାଇଛି ତାହା ଭିତିହୀନ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସେ କହିଛନ୍ତି । […]

Continue Reading