କୋଭିଡ -୧୯ ଅସ୍ଥାୟୀ ସେଣ୍ଟର ପରିଦର୍ଶନ ଓ ତଦାରଖ

କୋଭିଡ -୧୯ ଅସ୍ଥାୟୀ ସେଣ୍ଟର ପରିଦର୍ଶନ ଓ ତଦାରଖ

#କୋଭିଡ_୧୯_ଅସ୍ଥାୟୀ_ସେଣ୍ଟର_ପରିଦର୍ଶନ_ଓ-ତଦାରଖ            କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ୮ନଂ ଜୋନର ଜିଲ୍ଲା ପରିଷଦ ତଥା ଜିଲ୍ଲା ଯୋଜନା ବୋର୍ଡ ସଭ୍ୟା ଜ୍ୟୋତ୍ସା ରାଣୀ ଜେନା କେନ୍ଦ୍ରାପଡା ବ୍ଲକର ୪ଟି ପଂଚାୟତର ଆଇସୋଲେସନ ସେଣ୍ଟର ପରିଦର୍ଶନ କରିବା ସହ ତଦାରଖ କରିଥିଲେ ା କେନ୍ଦ୍ରାପଡା ବ୍ଲକର ଆୟବା, ପୁରୁଷୋତମପୁର, କଂସାର, ଏବଂ କଳପଡା ଠାରେ ହୋଇଥିବା ଆଇସୋଲେସନ ସେଣ୍ଟର ଗୁଡିକ ପରିଦର୍ଶନ କରି ସେଠାରେ ନିର୍ମାଣ କରାଯାଇଥିବା ଅସ୍ଥାୟୀ ସେଣ୍ଟର ଗୁଡିକରେ ବେଡ, ପାନୀୟ ଜଳ, ବିଦ୍ୟୁତ୍, ଶୈାଚାଳୟ ପ୍ରଭୃତି […]

Continue Reading