କୋଭିଡ କଳଙ୍କ ବିରୋଧରେ ଓଡ଼ିଶାର ‘ଆଶା’

କୋଭିଡ କଳଙ୍କ ବିରୋଧରେ ଓଡ଼ିଶାର ‘ଆଶା’

#କୋଭିଡ_କଳଙ୍କ_ବିରୋଧରେ_ଓଡ଼ିଶାର_‘ଆଶା’          ଭୁୁବନେଶ୍ୱର    : ଓଡ଼ିଶାର ଖୋର୍ଦ୍ଧା ଜିଲାର କଣ୍ଡଲେଇ ଗାଁର ଆଶାକର୍ମୀ ମଞ୍ଜୁ ଜେନା କୋଭିଡ ୧୯ର ମୁକାବିଲା ପାଇଁ ଅବିଶ୍ରାନ୍ତଭାବେ କାମ କରୁଛନ୍ତି । ତାଙ୍କ ଗୋଷ୍ଠୀ ଓ ସମୁଦାୟ ଯେପରି ଏହି ସଂକ୍ରମଣ କାଳରେ ଆବଶ୍ୟକ ସ୍ୱାସ୍ଥ୍ୟସେବା ଓ ଅତ୍ୟାବଶ୍ୟକ ସାମଗ୍ରୀ ପାଏ ସେଥିପାଇଁ ସେ ନିରନ୍ତର ଉଦ୍ୟମ ଚଳାଇଛନ୍ତି । ଗୋଷ୍ଠୀ ସେବା କ୍ଷେତ୍ରରେ ତାଙ୍କର ବର୍ଷ ବର୍ଷର ଉତ୍ସର୍ଗୀକୃତ ସେବା ଓ ଅଭିଜ୍ଞତା ତାଙ୍କ ପାଇଁ ସାମାଜିକ ପୁଞ୍ଜି ପାଲଟିଛି […]

Continue Reading