କୋଭିଡ୍ ମୁକାବିଲା ସ୍ଥିତି ସମୀକ୍ଷା କଲେ ଗଣଶିକ୍ଷା ମନ୍ତ୍ରୀ

କୋଭିଡ୍ ମୁକାବିଲା ସ୍ଥିତି ସମୀକ୍ଷା କଲେ ଗଣଶିକ୍ଷା ମନ୍ତ୍ରୀ

#କୋଭିଡ୍_ମୁକାବିଲା_ସ୍ଥିତି_ସମୀକ୍ଷା_କଲେ_ଗଣଶିକ୍ଷା_ମନ୍ତ୍ରୀ         ପିପିଲି 🙁 ବିଜୟ କୁମାର ମହାପାତ୍ର ) ପୁରୀ ଜିଲ୍ଲାକୁ ପ୍ରବାସୀଙ୍କୁ ନେଇ ଆସୁଥିବା ପ୍ରତ୍ୟେକ ବସକୁ କୃପାଜଳ ଇଂଜିନିୟରିଂ କଲେଜରେ ରଖାଯିବାକୁ ବ୍ୟବସ୍ଥା କରାଯାଇଛି । ଜିଲ୍ଲା ପ୍ରଶାସନର ନିଷ୍ପତି ଅନୁଯାୟୀ ଏଠାରେ ସମସ୍ତ ବନ୍ଦୋବସ୍ତ କରାଯାଇଛି । ତେବେ ଆଜି ଏଠାରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜିଲ୍ଲା ଅଭ୍ୟର୍ଥନା କକ୍ଷ ବୁଲିବା ସହ ସେଠାରେ ପ୍ରବାସୀଙ୍କ ରେଜିଷ୍ଟ୍ରେସନ ଓ ଟେଷ୍ଟ […]

Continue Reading