କେନ୍ଦ୍ରାପଡା ପ୍ରବାସୀ ଙ୍କ ଦ୍ୱାରା ସୁରଟ ର ଜିନ୍ଦୋଲି ଥାନା ଘେରାଉ

କେନ୍ଦ୍ରାପଡା ପ୍ରବାସୀ ଙ୍କ ଦ୍ୱାରା ସୁରଟ ର ଜିନ୍ଦୋଲି ଥାନା ଘେରାଉ

#କେନ୍ଦ୍ରାପଡା_ପ୍ରବାସୀଙ୍କ_ଦ୍ୱାରା_ସୁରଟର_ଜିନ୍ଦୋଲି_ଥାନା_ଘେରାଉ         କେନ୍ଦ୍ରାପଡା    :  ଗୁଜୁରାଟ ସୁରଟ ଜିଲ୍ଲାରେ ରହୁଥିବା କେନ୍ଦ୍ରାପଡା ପ୍ରବାସୀ ମାନେ ଶୁକ୍ରବାର ସେହି ଜିଲ୍ଲାର ଜିନ୍ଦୋଲି ଥାନା ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡିଛି । ପ୍ରବାସୀ ମାନଙ୍କ ଦ୍ୱାରା ଟିକେଟ କଳା ବଜାରିର ବିରୋଧ କରାଯିବା ଫଳରେ ଦଲାଲ ମାନେ ସେମାନଙ୍କୁ ଆକ୍ରମଣ ଉଦ୍ୟମ କରିଥିବା ଅଭିଯୋଗ ନେଇ ପ୍ରବାସୀ ମାନେ ଥାନା ଘେରାଉ କରିଥିଲେ । ସୂଚନା ମୁତାବକ ସରକାର ଟ୍ରେନ ଯୋଗେ ପ୍ରବାସୀ ମାନଙ୍କୁ ଆଣିବା ବ୍ୟବସ୍ଥା […]

Continue Reading